କେନ୍ଦୁଝର ଅଦାଲତକୁ ବୋମାରେ ଉଡାଇବାକୁ ଧମକପୂର୍ଣ୍ଣ ମେଲ୍

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଅଦାଲତକୁ ବୋମା ଧମକ । ଅଦାଲତକୁ ବୋମାଦ୍ୱାରା ଉଡାଇ ଦେବାକୁ  ଆସିଛି ଧମକପୂର୍ଣ୍ଣ ମେଲ୍। ଏନେଇ ଅଦାଲତ ପକ୍ଷରୁ ଟାଉନ ପୁଲିସକୁ ଅବଗତ ପରେ ଅଦାଲତରେ ଯାଞ୍ଚ କରାଯାଉଛି । ସୂଚନା ଅନୁଯାୟୀ, କୋର୍ଟ ମେଲରେ ଏକ ଅଜଣା ଆଇଡିରୁ ମଙ୍ଗଳବାର ମେଲ୍ ଆସିଥିଲା। ହୋଲି ପାଇଁ…

ଭାରତ-କାନାଡ଼ା ନେତାମାନଙ୍କର ମିଳିତ ବିବୃତ୍ତି

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଫେବୃଆରୀ ୨୭ରୁ ୨ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଭାରତକୁ ସରକାରୀ ଗସ୍ତ କରିଥିଲେ। କାନାଡା ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ପ୍ରଧାନମନ୍ତ୍ରୀ…

ଇଗ୍ନୋର ନାମଲେଖା ଅବଧି ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ଵର : ଶିକ୍ଷାର୍ଥୀମାନଙ୍କ ସୁବିଧା ଓ ବିଭିନ୍ନ ବର୍ଗର ଆବଶ୍ୟକତାକୁ ଦୃଷ୍ଟରେ ରଖି ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ଜାନୁଆରୀ-୨୦୨୬ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧିକୁ ଚଳିତ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଇଛି। ସାର୍ଟିଫିକେଟ୍ ଓ ସେମିଷ୍ଟାର-ଆଧାରିତ…

ରେଳ ସୁରକ୍ଷା ବଳର ମହାନିର୍ଦ୍ଦେଶକଙ୍କ ଦ୍ୱାରା ପୂର୍ବତଟ ରେଳପଥର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ

ଭୁବନେଶ୍ୱର : ରେଳ ସୁରକ୍ଷା ବଳ (RPF)ର ମହାନିର୍ଦ୍ଦେଶକ ସୋନାଲି ମିଶ୍ର, ଆଇପିଏସ, ଆଜି ଭୁବନେଶ୍ୱରର ରେଳ ସଦନରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ରେଳ ସୁରକ୍ଷାକୁ ସୁଦୃଢ଼ ​​କରିବା,…

ଯୁଦ୍ଧରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ସ୍ୱତନ୍ତ୍ର ବିମାନ

ନିଉଦିଲ୍ଲୀ :  ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଫସିଥିବା ଭାରତୀୟଙ୍କ ପାଇଁ ଖୁସି ଖବର। ଜେଦ୍ଦାହରୁ ରିଲିଫ୍ ବିମାନ ଚଳାଚଳ ଯୋଜନା କରିଛି ଇଣ୍ଡିଗୋ। ସେହିଭଳି ମସ୍କଟ୍ ରୁ ସେବା ପୁନର୍ବାର ଆରମ୍ଭ କରିଛି ଏୟାର ଇଣ୍ଡିଆ ଏକ୍ସପ୍ରେସ। ସୋମବାର ଭାରତ ସରକାର କହିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ଫସି…

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି

ଭୁବନେଶ୍ଵର:ରାଜ୍ୟରେ ଆଗାମୀ ଦିନର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କ ପାଇଁ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି। ଏନେଇ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ…

ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ କଲା CBSE

ନୂଆଦିଲ୍ଲୀ: ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ମାର୍ଚ୍ଚ ୨ରେ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛି । ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷା ନେଇ ନୂଆ ତାରିଖ ପରେ ଘୋଷଣା କରାଯିବ । ଓମାନ, କତାର, ସାଉଦି ଆରବ ବାହାରିନ, ଇରାନ, କୁୱେତ ଏବଂ ୟୁଏଇ…

ଭୁବନେଶ୍ୱରରେ ପୁଣି ସିମ ବକ୍ସ ଜବତ : ୨ କେରଳ ଯୁବକ ଗିରଫ

ଭୁବନେଶ୍ବର: ରାଜଧାନୀରେ ପୁଣି ସିମ୍ ବକ୍ସ ନେଟୱର୍କ ଠାବ ହୋଇଛି । ଏଥର ଏହି ସିମ୍ ବକ୍ସରେ ଚୀନ ଓ ବାଂଲାଦେଶ ଲିଙ୍କ୍ ରହିଥିବା ଜଣାପଡିଛି । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଆଜି (ସୋମବାର) କମିଶନରେଟ୍ ପୋଲିସ ଆଜି ଏକ ଭଡାଘରେ ଚଢ଼ାଉ କରି ୧୨ଟି ସିମ୍ ବକ୍ସ ଜବତ କରିଛି । ଘଟଣାରେ ୨ ଜଣ କେରଳ…

ଘର ପଛପଟ ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା,୨।୩ :  ଘର ପଛପଟ ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । କେନ୍ଦୁଝର ଜିଲା ପାଟଣା ଥାନା ଫୁଲ୍ ପାହାଡି ଗ୍ରାମର ଗୋପିନାଥ ମୁଣ୍ଡାଙ୍କ ପୁଅ ରାଜେଶ ମୁଣ୍ଡା (୧୬) ଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ସୋମବାର ଘର ପଛ ପଟ ଏକ ଗଛରୁ ଉଦ୍ଧାର କରିଛି । ରବିବାର ଅପରାହ୍ନରୁ ନିଖୋଜ…

ଛାତ୍ରୀଙ୍କୁ ଅସଦାଚରଣ : ଛାତ୍ରୀମାନେ ରାସ୍ତାରୋକରେ ସାମିଲ ହୋଇଛନ୍ତି।

ଭଦ୍ରକ : ବାସୁଦେବପୁର ଶିକ୍ଷା ସର୍କଲ କିସ୍ମତ କୃଷ୍ନପୁର ପଂଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ସେହି ବିଦ୍ୟାଳୟ ଶିକ୍ଷକ ଗୌତମ ସାହୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଆଜି ବିଦ୍ୟାଳୟରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି। ଅଭିଭାବକମାନେ…