୩୬ଟି ମୋବାଇଲ୍ ଫୋରେନସିକ୍ ଭ୍ୟାନ ଅନୁମୋଦନ
ଭୁବନେଶ୍ବର :ଭାରତ ସରକାରଙ୍କ ଦ୍ୱାରା ଫୋରେନସିକ୍ ପୂର୍ବାଧାରକୁ ସୁଦୃଢ଼ କରିବା ପାଇଁ ଗ୍ରହଣ କରାଯାଇଥିବା ପ୍ରୟାସ ଅନୁସାରେ ରାଜ୍ୟ ପାଇଁ ୩୬ଟି ମୋବାଇଲ୍ ଫୋରେନସିକ୍ ଭ୍ୟାନ ଅନୁମୋଦନ କରାଯାଇଛି। ଏହି ଭ୍ୟାନଗୁଡ଼ିକର କ୍ରୟ ପ୍ରକ୍ରିୟା ଗୁଜରାଟ୍ ସ୍ଥିତ ନ୍ୟାଶନାଲ୍ ଫୋରେନସିକ୍ ସାଇନ୍ସେସ୍…