ରାଜ୍ୟରେ ଗ୍ୟାସ ସଙ୍କଟକୁ ନେଇ ହଲଚଲ୍। : ଆଜି ବସିବାକୁ ଯାଉଛି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକ।
ଭୁବନେଶ୍ବର : ରାଜ୍ୟରେ ଗ୍ୟାସ ସଙ୍କଟକୁ ନେଇ ହଲଚଲ୍। LPG ଯୋଗାଣରେ ବ୍ୟାଘାତ ଏବଂ ବ୍ଲାକ୍ ମାର୍କେଟିଂ ଅଭିଯୋଗ ପରେ ଆକ୍ସନ ମୋଡ୍ରେ ସରକାର। ଆଜି ବସିବାକୁ ଯାଉଛି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକ। ଖାଉଟିଙ୍କ ସମସ୍ୟା ଦୂର କରିବାକୁ ଅଣ୍ଟା ଭିଡ଼ିଛି ଖାଦ୍ୟ ଯୋଗାଣ ବିଭାଗ। ଖାଦ୍ୟ ଯୋଗାଣ…