ବିଶ୍ୱର ସବୁଠୁ ବଡ଼ ଜନଗଣନା ଅଭିଯାନ ଆରମ୍ଭ
ନୂଆଦିଲ୍ଲୀ : ବିଶ୍ୱର ସର୍ବବୃହତ ଜନଗଣନା ଅଭିଯାନ, ଜନଗଣନା ୨୦୨୭ ଆରମ୍ଭ ହୋଇଛି। ଭାରତ ସରକାର ଏପ୍ରିଲ ୧ ତାରିଖରୁ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ – ଗୃହ ତାଲିକା ପ୍ରସ୍ତୁତି ଏବଂ ଗୃହ ଗଣନା (ଏଚଏଲଓ) ଆରମ୍ଭ କରିଛନ୍ତି। ଏହା ହେଉଛି ଦେଶର ସର୍ବବୃହତ ପ୍ରଶାସନିକ ଏବଂ ପରିସଂଖ୍ୟାନ ଅଭିଯାନର…