ଯୋଗ ନୁହେଁ ବେଆଇନ୍, ସେବା ହିଁ ଧର୍ମ

ସୁନାବେଡ଼ାରେ ବୈଧ ଲିଜ୍ ଜମିରେ ମାଗଣା ଯୋଗ, ସକାଳ ୫:୩୦ରେ ଭିଡ଼ ଲାଗୁଛି

0

ସୁନାବେଡ଼ା, ୨୦/୧୧: ସୁନାବେଡ଼ାରେ ଥିବା ଏସ୍.ଆର୍.ଏମ୍ ହେଲ୍ଥ କର୍ଣ୍ଣରରେ ପ୍ରତିଦିନ ମାଗଣା ଯୋଗ ଚାଲୁଛି। ଏହି ଯୋଗ କେନ୍ଦ୍ର ବୈଧ ଲିଜ୍ ଜମିରେ ଚାଲୁଛି, ଏହା ବେଆଇନ୍ ନୁହେଁ।

ପ୍ରତିଦିନ ସକାଳ ୫:୩୦ରେ ୪୦ ରୁ ୫୦ ଜଣ ଲୋକ ଆସି ମାଗଣାରେ ଯୋଗ କରୁଛନ୍ତି। ବୟସ୍କ, ମହିଳା, ଯୁବକ ସମସ୍ତେ ଏଥିରେ ଯୋଗ ଦେଉଛନ୍ତି।

କେନ୍ଦ୍ରର ପରିଚାଳକ କହିଛନ୍ତି, “ଆମେ କୌଣସି ଟଙ୍କା ନେଉ ନାହୁଁ। ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ସେବା। ଏବଂ ଅତି ଶୀଘ୍ର laughing Club ଆରମ୍ଭ ହେବ ବୋଲି ଲିଜ ମାଲିକ ଶ୍ରୀମତୀ ମିଶ୍ର କହିଛନ୍ତି ।

ସ୍ଥାନୀୟ ଲୋକେ କହିଛନ୍ତି, “ଏହି ମାଗଣା ଯୋଗ ଯୋଗୁଁ ଆମ ଦେହ ଭଲ ରହୁଛି ।

Leave A Reply

Your email address will not be published.