ଆସନ୍ତା ୨୯ରେ ଓଡ଼ିଶାରେ ପୂର୍ବାଞ୍ଚଳ ପରିଷଦ ବୈଠକ;ଅଧ୍ୟକ୍ଷତା କରିବେ ଅମିତ ଶାହ

0

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ଓଡ଼ିଶାରେ ଅନୁଷ୍ଠିତ ହେବ ପୂର୍ବାଞ୍ଚଳ ପରିଷଦର ବୈଠକ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ ଜାତୀୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ସହ ସମୀକ୍ଷା କରାଯିବ।ବୈଠକରେ ନ୍ୟାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ଉପରେ ଗୁରୁତ୍ୱ ଦିଆଯିବ। ବିଶେଷକରି ଫାଷ୍ଟ ଟ୍ରାକ୍‌ ସ୍ପେଶାଲ କୋର୍ଟ ପ୍ରତିଷ୍ଠା ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହେବ।

Leave A Reply

Your email address will not be published.