କେନ୍ଦ୍ରାପଡ଼ା ସଦର ଥାନା ଅଧିକାରିଣୀଙ୍କ ସାଧାରଣ ଲୋକଙ୍କୁ ଦୃବେବହାର ପ୍ରତିବାଦରେ ଥାନା ସାମ୍ନାରେ ଲୋକଙ୍କ ଧାରଣା
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ କେନ୍ଦ୍ରାପଡ଼ା ସଦର ଥାନା IIC ପଦ୍ମାଳୟା ବେହେରାଙ୍କ ସାଧାରଣ ଜନତା ଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଶତାଧିକ କର୍ମୀଙ୍କୁ ନେଇ ଧାରଣା ରେ ବସିଲେ କେନ୍ଦ୍ରାପଡ଼ା ବିଧାୟକ ପାର୍ଥିନୀ ଶ୍ରୀମତୀ ଗୀତାଞ୍ଜଳି ସେଠି।