ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ଦଶରଥପୁର ବନ୍ୟା ଅଞ୍ଚଳ ଗ୍ରସ୍ତ :

0

ଯାଜପୁର : ଆଜି ଯାଜପୁର ଜିଲ୍ଲାର ଦଶରଥପୁର ଅଞ୍ଚଳ ଗ୍ରସ୍ତ କରିଛନ୍ତି ପ୍ରଦଶ କଂଗ୍ରେସ କମିଟି ର ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ବିଭିନ୍ନ ବନ୍ୟା ଅଞ୍ଚଳ ବୁଲି ଦେଖିବା ସହିତ ତରପଦା ପଞ୍ଚାୟତ ଅନ୍ତର୍ଗତ ପାଟଣା ଗ୍ରାମରେ ବନ୍ୟାରେ ଭାସି ଯାଇ ପ୍ରାଣ ହରାଇଥିବା ଶ୍ରୀ ମହେଶ୍ୱର ସୁତାରଙ୍କ ପରିବାରକୁ ଭେଟି ସମବେଦନା ଜଣାଇ ଥିଲେ।

ଏବଂ ବନ୍ୟାରେ ପ୍ରଭାବିତ ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହିତ ବନ୍ୟା ବିପନ୍ନ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ, ପଲିଥିନ ଓ ଶାଢ଼ୀ ବଣ୍ଟନ କରିଥିଲେ,
ପ୍ରଦେଶ କଂଗ୍ରେସ କମିଟିର ସଭାପତିଙ୍କ ସହିତ ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମାଗୁଣି ଜେନା, ଯାଜପୁର ର ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ନନ୍ଦ ଓ ଯାଜପୁର ଜିଲ୍ଲା କଂଗ୍ରେସ ର ମୁଖ ପାତ୍ର ଯୁବ ନେତା ସାଗର ପରିଡା ସମେତ ବହୁ କଂଗ୍ରେସ କର୍ମୀ ବନ୍ୟା ଅଞ୍ଚଳ ଗ୍ରସ୍ତ କରିଥିଲେ।

Leave A Reply

Your email address will not be published.