ଆର, ଉଦୟଗିରି-: କର୍କଟ ରଗରେ ପୀଡିତ ଜିସାୟ କନ୍ଧ ପାଇଁ ଅର୍ଥ ସାଜିଛି ବାଧକ… ଗଜପତି ଜିଲ୍ହା ମୋହନା ବ୍ଲକ ଅଧିନସ୍ଥ ଡେଙ୍ଗେଶ ଖାଲ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗା ପେଟା ଗ୍ରାମର କୁଡ଼କି କନ୍ଧ ଙ୍କ ପୁଅ ଜିସାୟ କନ୍ଧ ବୟସ 20ବର୍ଷ ସେ ଭୁବନେଶ୍ୱର ଡିପ୍ଲୋମା ଇଞ୍ଜିନିଅରଇଂ ପ୍ରଥମ ବର୍ଷର ଛାତ୍ର ବର୍ତମାନ ତାଙ୍କର ଡାହାଣ ଗଡ଼ ବହୁତ ଯନ୍ତ୍ରଣା ସକାଶୁ ବିଭିନ୍ନ ଜାଗାକୁ ଯାଇ ଚିକିତ୍ସା କରାଇଲେ ଶେଷରେ ଚେର ମୂଳି ମଧ୍ୟ କଲେ କିଛିବି ସୁଫଳ ମିଳିଲା ନାହିଁ ପରେ mri scan କଲାପରେ ଜଣା ପଡିଲା ତାଙ୍କୁ କର୍କଟ ରଗରେ ସେ ଆକ୍ରାନ୍ତ ଅଛନ୍ତି ତେଣୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଅର୍ଥ ର ଆବଶ୍ୟକ ତେଣୁ ପରିବାର ପ୍ରଶାସନ ପାଖରେ ନିବେଦନ ଜଣାଇଛନ୍ତି ତାଙ୍କ ଚିକିତ୍ସା ପାଇଁ ସରକାର ସାହାଯ୍ୟ ର ହାତ ବଢ଼ାଇଲେ ଜିସାୟ କନ୍ଧ ଭଲ ହଇ ପାରନ୍ତା ବୋଲି ତାଙ୍କ ବାପା କହିଛନ୍ତି ତେଣୁ ପ୍ରଶାସନ ଙ୍କୁ ଏତିକି ଅନୁରୋଧ ଯେ ଏପରି କୁଲି ମଜୁରିଆ ଙ୍କ ପୁଅଙ୍କ ରଗର ଚିକିତ୍ସା ରେ ପୁର୍ଣ ସାହାଯ୍ୟ କଲେ ସେହିପିଲା ଦିନେ ନିଜ ପରିବାରର ବଝକୁ ସମ୍ଭାଳି ପାରନ୍ତା ବର୍ତମାନ ଜିସାୟ କନ୍ଧ ମୋହନା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ଅଛନ୍ତି ଅଧିକ ଚିକତ୍ସା ପାଇଁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର ପାଇଁ ନିର୍ଦେଶ ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.