ନୂଆଦିଲ୍ଲୀ ସମ୍ୱଲପୁରୀ ଗାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

0

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ‘ଓଡ଼ିଶା ପର୍ବ-୨୦୨୬’ରେ ଯୋଗଦେବା ପାଇଁ ଯାଇଥିବା ସମ୍ୱଲପୁରୀ ଗାୟକ ଉମାକାନ୍ତ ବାରିକ ଏବଂ ତାଙ୍କ ଟିମକୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାର କଳା ଓ ସଂସ୍କୃତିକୁ ଜାତୀୟ ସ୍ତରରେ ପହଞ୍ଚାଇବା ଦିଗରେ ସମସ୍ତଙ୍କର ଅତୁଳନୀୟ ଅବଦାନକୁ ଶ୍ରୀ ପ୍ରଧାନ ଉଚ୍ଚ ପ୍ରଶଂସା କରିଛନ୍ତି। ଜାତୀୟ ରାଜଧାନୀରେ ଏହି ଟିମ୍ ର ପ୍ରଦର୍ଶନ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ଉଜାଗର କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.