ଡେସ୍କ: ଗଣତନ୍ତ୍ର ଦିବସ ଅବସରରେ ପୁଲିସ, ଅଗ୍ନିଶମ ସେବା, ହୋମଗାର୍ଡ, ସାମରିକ ପ୍ରତିରକ୍ଷା ଏବଂ ଅନ୍ୟ ସେବା ବିଭାଗର ମୋଟ ୧ ହଜାର ୩୨ ଜଣ କର୍ମଚାରୀଙ୍କୁ ବୀରତା ପୁରସ୍କାର ଏବଂ ସେବା ପଦକରେ ସମ୍ମାନିତ କରାଯାଇଛି। ଏଥିମଧ୍ୟରେ ବୀରତା ପାଇଁ ଦୁଇଟି ରାଷ୍ଟ୍ରପତି ପଦକ ଏବଂ ୨୭୫ଟି ପଦକ, ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ସମ୍ମାନଜନକ ସେବା ପାଇଁ ୭୫୩ଟି ପଦକ ଅନ୍ତର୍ଭୁକ୍ତ।
Sign in
Sign in
Recover your password.
A password will be e-mailed to you.
Comments are closed.