‘ପରିବେଶ ଫାଉଣ୍ଡେସନ’ ଓ ସେନାବାହିନୀ ପକ୍ଷରୁ ଚାନ୍ଦିପୁର ଡିଆରଡିଓ ପରିସରରେ ବିଶ୍ୱ ପରିବେଶ ଦିବସ ପାଇଁ…

ବାଲେଶ୍ୱର, ୫ ଜୁନ୍, (କୃଷ୍ଣ କୁମାର ମହାନ୍ତି) ଆଜି ବିଶ୍ୱ ପରିବେଶ ଦିବସ ଅବସରେ ଚାନ୍ଦିପୁରସ୍ଥିତ ଡିଆରଡିଓ ଷ୍ଟେସନ ହେଡ୍‌କ୍ୱାର୍ଟର୍ସ ଓ ସାମାଜିକ ସଂଗଠନ ‘ପରିବେଶ ଫାଉଣ୍ଡେସନ’ର ମିଳିତ ଉଦ୍ୟମରେ ଏକ ବୃହତ୍ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ବିଡ଼ିଓଙ୍କ ପ୍ରତିଶ୍ରୁତି ପରେ ବର୍ଷେ ବିତିଲା : ଜମ୍ବେଶ୍ୱରପୁରର ପଙ୍କ-କାଦୁଅ ରାସ୍ତାର ଅବସ୍ଥା ତଦ୍ରୂପ

ବାଲେଶ୍ୱର, ୫/୬(କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ଅଧୀନ ଜମ୍ବେଶ୍ୱରପୁର ଗ୍ରାମର ଉପଜାତି ବସ୍ତିର ରାସ୍ତା ସମସ୍ୟା ଆଜି ବି ସମାଧାନ ହୋଇନାହିଁ। ବର୍ଷେ ତଳେ ସ୍ଥାନୀୟ ବିଡ଼ିଓ ଘଟଣାସ୍ଥଳ ପରିଦର୍ଶନ କରି ପକ୍କା ରାସ୍ତା କରିବାକୁ ପ୍ରତିଶୃତି ଦେଇଥିଲେ, କିନ୍ତୁ ଆଜି…

ବାଲେଶ୍ୱରରେ ପରିବେଶ ସୁରକ୍ଷା ଯୋଦ୍ଧା ହେଲେ ସମ୍ବର୍ଦ୍ଧିତ : ୧୫ ଜଣଙ୍କୁ ‘ପ୍ରକୃତି ବନ୍ଧୁ-ମିତ୍ର’…

ବାଲେଶ୍ୱର,୬/୬ (କୃଷ୍ଣ କୁମାର ମହାନ୍ତି): ବିଶ୍ୱ ପରିବେଶ ଦିବସ ଅବସରେ ବାଲେଶ୍ୱର ଜିଲ୍ଲା ପରିବେଶ ସମିତି ପକ୍ଷରୁ ପରିବେଶ ରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୫ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ଏହି ଉତ୍ସବରେ ୧୦ ଜଣ…

କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷିବ, ୫୦-୬୦ କି.ମି. ବେଗରେ ପବନ ହେବ; ୨୩ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ପ୍ରଭାବ। ୧୦ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଗାମୀ ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, କୋରପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, କନ୍ଦୁଝର, ମୟୂରଭଞ୍ଜ…

ବାଲିଗୁଡ଼ା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ବୈକୁଣ୍ଠ ନାଥ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

 କନ୍ଧମାଳ : ଆୟ ବର୍ହିଭୂତ ସମ୍ପତ୍ତି (ଡିଏ) ଠୁଳ କରିଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ବୈକୁଣ୍ଠ ନାଥ ବେହେରାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବ୍ୟାପକ ଚଢ଼ାଉ ଆରମ୍ଭ ହୋଇଛି। ଶନିବାର ଭିଜିଲାନ୍ସର ଦୁଇ ଜଣ ଅତିରିକ୍ତ…

ପଶ୍ଚିମବଙ୍ଗରେ ବଡ ହଲଚଲ,କୋର୍ଟଙ୍କ ଦ୍ବାରସ୍ଥ ହେବ ଟିଏମସି

କଲକାତା : ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା (ଏଲଓପି) ନିଯୁକ୍ତିକୁ ଚାଲେଞ୍ଜ କରି ତୃଣମୂଳ କଂଗ୍ରେସ (ଟିଏମସି) ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଯୋଜନା କରିଛି। ଟିଏମସିର ବହିଷ୍କୃତ ନେତା ଋତବ୍ରତ ବାନାର୍ଜୀଙ୍କୁ ଏଲଓପି ଭାବେ ନିଯୁକ୍ତି ଦେବା ନେଇ ବାଚସ୍ପତି ରଥୀନ୍ଦ୍ର ବୋଷଙ୍କ…

ଉତ୍କଳ ଗ୍ୟାଲେରିଆରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ଗ୍ୟାଲେରିଆ ମଲ୍‌ର ‘ପିଭିଆର ସିନେମାସ’ (PVR Cinemas) ଠାରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ଏକ ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରସିଦ୍ଧ ସିନେ ତାରକା ତଥା ସାଂସଦ…

କଟକରେ ଏଫଏମ୍ ମେଡିକାଲ କଲେଜର ଏମବିବିଏସ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି।

କଟକ : ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜ ଛାତ୍ରୀଙ୍କର କଟକରେ ରହସ୍ୟଜନକ ମୃତ୍ୟୁ ପଛରେ ଜଣେ ଟ୍ରେନିଂ ଓଏଏସ୍ ଅଫିସରଙ୍କ ଲିଙ୍କ୍ ଅଭିଯୋଗ। ଗତକାଲି ତ୍ରିଶୁଳିଆ ବ୍ରିଜ୍ ତଳୁ ଏମବିବିଏସ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ପରେ ଆଜି ମୟୂରଭଞ୍ଜ ଉଦଳାସ୍ଥିତ ତାଙ୍କ ଗାଁକୁ ଯାଇଛି ମୃତଦେହ। ଏକମାତ୍ର…

ଗଛ ନୁହେଁ ପଛ

ଗଛ ନୁହେଁ ପଛ ଅମରନାଥ ବାରିକ୍ ରାଧୁଆ ଅଜା ଆଉ ବିମଳା ଆଈ ଦୁଇ ଜଣ ଭାରି ଭଲ ଲୋକ । ତାଙ୍କର କୌଣସି କଥାରେ ଅଭାବ ନଥିଲା । ପିଲାମାନେ ସମସ୍ତେ ପଢ଼ା ସାରି ବିଦେଶରେ ରହୁଥିଲେ ସତ କିନ୍ତୁ ରାଧୁଆ ଅଜା ବିମଳା ଆଈ ଗାଆଁରେ ରହିବାକୁ ବହୁତ ଭଲ ପାଉଥିଲେ । କାରଣ ସହରର କୋଳାହଳ ଚାକଚକ୍ୟ…

ତିନି ରଥର ସାରମର୍ମ

ତିନି ରଥର ସାରମର୍ମ ଅମରନାଥ ବାରିକ୍ ନନ୍ଦିଘୋଷ ରଥ(ଗରୁଡ଼ଧ୍ୱଜ) ଜଗତ ସାଆନ୍ତ କାଳିଆ ସୁନାର ଅଟେ ନନ୍ଦିଘୋଷ ରଥ ତା'ର ଧ୍ୱଜ ନାମ ତ୍ରୈଲୋକ୍ୟ ମୋହିନୀ ନିଜେ ନିଜ ସ୍ରଷ୍ଟା ନାଥ । ଚୌରାଳିଶ ଫୁଟ ଦୁଇ ଇଞ୍ଚି ହୋଇ ରଥ ଯେ ନିର୍ମାଣ ହୁଏ ଚକ ଷୋଳଗୋଟି ସଗଡ଼ ପରିକା ଚାରିପଟେ…