Browsing Category

ସ୍ତମ୍ଭ/ଗଳ୍ପ

କ୍ଷମାଶିଳା ଦ୍ରୌପଦୀ

କ୍ଷମାଶିଳା ଦ୍ରୌପଦୀ ============== କୁରୁକ୍ଷେତ୍ର ଯୁଦ୍ଧର ଅନ୍ତିମ ପର୍ଯ୍ୟାୟ l କ୍ଷତାକ୍ତ କୁରୁ ଚୂଡ଼ାମଣି ମହାମାନି ଦୁର୍ଯ୍ୟୋଧନ ପ୍ରାଣ ବିକଳରେ ଆଶ୍ରୟ ନେଇଛି ବ୍ୟାସ ସରୋବର ମଧ୍ୟରେ ମାଆ ଲକ୍ଷ୍ମୀଙ୍କ କୋଳରେ l ପାଣ୍ଡଵ ମାନେ ଏକଥା ଜାଣି ପାରିଲେ l ସରୋବର ତୀରରେ, ଭୀମ ସିଂହନାଦ କରି…

ଗରୁଡ଼ଙ୍କ ଗର୍ବ ଭାଙ୍ଗିଲେ ହନୁମାନ

ଗରୁଡ଼ଙ୍କ ଗର୍ବ ଭାଙ୍ଗିଲେ ହନୁମାନ ================== ଦ୍ଵାପରଯୁଗର କଥା l ବିଷ୍ଣୁଙ୍କ ବାହନ ହୋଇଥିବାରୁ ଦିନେ ଗରୁଡ଼ଙ୍କ ମନରେ ଭାରି ଗର୍ବ ଆସିଲା l ସେ ଦ୍ୱାରକା ସାରା କହି ବୁଲିଲେ, ମୋ ଭଳି ପରାକ୍ରମୀ ଆଉ ଏ ତ୍ରିଜଗତରେ କେହି ନାହିଁ l ଦିନେ ଦେବତା ମାନେ ମଧ୍ୟ ମୋ ଠାରୁ ପରାଭବ…

ପାଣ୍ତବଙ୍କ ସେନାପତି ଧୃଷ୍ଟଦ୍ୟୁମ୍ନ

ପାଣ୍ତବଙ୍କ ସେନାପତି ଧୃଷ୍ଟଦ୍ୟୁମ୍ନ ================ ଯୁଦ୍ଧ ନ ହେବା ପାଇଁ ଶାନ୍ତିଦୂତ ଭଗବାନ୍ ଶ୍ରୀକୃଷ୍ଣ ହସ୍ତିନା ଯାଇ,ଦୂର୍ଯ୍ୟୋଧନଙ୍କ ଠାରୁ ଲାଞ୍ଛିତ ହୋଇ ପରମ ପ୍ରେମରେ ମହାତ୍ମା ବିଦୁରଙ୍କ ଘରେ ଶାକାନ୍ନ ଭୋଜନ କରି ଉପପ୍ଲବ୍ୟ ନଗର ଫେରି ଆସିଲେ l ଭଗବାନ୍ ପାଣ୍ତବ ମାନଙ୍କୁ…

ଧନ୍ୟ ଲୋ ଯଶୋଦା ମାଆ

ଧନ୍ୟ ଲୋ ଯଶୋଦା ମାଆ =============== ଦ୍ଵାପରଯୁଗର କଥା l କୃଷ୍ଣ ବଳରାମ ଅବତାର ଧରି ଧରାଧାମକୁ ଆସିଲେ l କଂସ ଭୟରେ ଗୋକୁଳରେ ଯାଇ ମାଆ ଯଶୋଦାଙ୍କ ଦ୍ଵାରା ପ୍ରତିପାଳିତ ହେଲେ l ଯଶୋଦା ଓ ନନ୍ଦ ତାଙ୍କ ଜନ୍ମିତ ପିତାମାତା ନଥିଲେ, କିନ୍ତୁ କେତେ ଜନ୍ମର ତପ ଫଳରେ ସେମାନେ ତାଙ୍କୁ ଅପୂର୍ବ…

ସୁନ୍ଦ ଓ ଉପସୁନ୍ଦଙ୍କ କଥା

ସୁନ୍ଦ ଓ ଉପସୁନ୍ଦଙ୍କ କଥା ============= ମହାଭାରତ ଆଦିପର୍ବର ଉପାଖ୍ୟାନ l ପରୀକ୍ଷିତଙ୍କ ପୁତ୍ର ଜନ୍ମେଜୟଙ୍କୁ ୠଷି ବୈଶମ୍ପାୟନ ମହାଭାରତ କଥା ଶୁଣାଉ ଥାନ୍ତି l କଥା ପ୍ରସଙ୍ଗରେ ଦ୍ରୌପଦୀଙ୍କ କଥା ସେ କହିବାରୁ ଜନ୍ମେଜୟ ଅତି ଉତ୍ସୁକ ହୋଇ ପ୍ରଶ୍ନକଲେ,ହେ ମହାତ୍ମନ୍ ! ମୋତେ ବୁଝାଇ…

ସୌଦାସ ମଦୟନ୍ତୀ କଥା

ସୌଦାସ ମଦୟନ୍ତୀ କଥା ============== ମହାମୁନି ଶୁକ, ବ୍ରହ୍ମଶାପ ଗ୍ରସ୍ତ ରାଜା ପରୀକ୍ଷିତଙ୍କୁ ଭାଗବତରେ ଈକ୍ଷାକୁ ବଂଶାନୁଚରିତ ଶୁଣାଉଥାନ୍ତି l କଥା ପ୍ରସଙ୍ଗରେ, ଶୁକ କହିଲେ, ଈକ୍ଷାକୁ ବଂଶରେ ସୌଦାସ ନାମରେ ଜଣେ ନୃପତି ଥିଲେ l ସେ ଗୁରୁ ବଶିଷ୍ଠଙ୍କ ଅଭିଶାପରେ ରାକ୍ଷସ ହୋଇଯାଇଥିଲେ l…

ହା କୃଷ୍ଣ ବୋଲି ଯାଉ ଜୀବ

ହା କୃଷ୍ଣ ବୋଲି ଯାଉ ଜୀବ ================ ଭଗବାନ୍ ଶ୍ରୀକୃଷ୍ଣ ଜରା ଶବର ଶରାଘାତରେ ପ୍ରାଣ ଛାଡ଼ିଲେ l ଶ୍ରୀକୃଷ୍ଣଙ୍କ ବୈକୁଣ୍ଠ ଗମନ ପରେ ଅର୍ଜୁନ ଶକ୍ତିହୀନ ହୋଇ, ଭଗବାନଙ୍କ ନିର୍ଦ୍ଦେଶରେ ଦ୍ୱାରକା ପୂରନାରୀ ମାନଙ୍କୁ ଘେନି ହସ୍ତିନା ଫେରି ଆସୁ ଥାନ୍ତି ଅଧା ରାସ୍ତାରେ ଭିଲ ମାନେ…

କାଳର କୁଟିଳ ଗତି

କାଳର କୁଟିଳ ଗତି ============== ଚାହୁଁଚାହୁଁ ବର୍ଷଟା ଚାଲିଗଲା l ପ୍ରତ୍ୟକ ବର୍ଷ ସରି ଯାଆନ୍ତି l କାଳଶ୍ଚ ନିରବଧି,ବିପୁଳା ଚ ପୃଥ୍ଵୀ, କିନ୍ତୁ ଆମେ ଚାଲୁଛୁ l ଆମ ଚାଲିବାଭିତରେ ଯେ କାଳ ବହି ଯାଉଛି ଏହା ଆମେ ଜାଣି ପାରୁନାହୁଁ l ଚାହୁଁ ଚାହୁଁ ଏମିତି ଜୀବନ ବି ସରିଯିବ l ଇଏ ହେଉଛି…

ଭୀମପୁତ୍ର ବେଲାଳସେନ

ଭୀମପୁତ୍ର ବେଲାଳସେନ =============== ଶାରଳା ମହାଭାରତରୁ ଏହି ମୌଳିକ ଉପାଖ୍ୟାନ l ହସ୍ତୀନାପ୍ରାସାଦରେ ଯୌବନରେ ଉପନୀତ ପାଣ୍ତବ ପାଞ୍ଚଭାଇ ତଥା ଧୃତରାଷ୍ଟ୍ରଙ୍କ ଶହେ ପୁତ୍ର ମିଶି ନାନା କ୍ରୀଡ଼ାକୌତୁକ କରି ପ୍ରାସାଦକୁ ମୁଖରିତ କରୁଥାନ୍ତି l ଭୀମ ଥିଲେ ସେମାନଙ୍କ ମଧ୍ୟରେ ସବୁଠୁଁ…

ଶ୍ରୀକ୍ଷେତ୍ରରେ ମହାମୁନି ଶୁକ

ଶ୍ରୀକ୍ଷେତ୍ରରେ ମହାମୁନି ଶୁକ ============== ମାଆ ମହାଲକ୍ଷ୍ମୀ ହେଉଛନ୍ତି ମହାପ୍ରସାଦର ପାଚିକା ବା ପ୍ରସ୍ତୁତ କାରିଣୀ ଏବଂ ଏହାର ମାଲିକାଣି l ପୁଣି ମନ୍ଦିର ତାଙ୍କରି ନାମରେ ନାମିତ ଶ୍ରୀମନ୍ଦିର l ମାଆ ହେଉଛନ୍ତି ଶ୍ରୀକ୍ଷେତ୍ରର ଶ୍ରୀ ବା ଶିରି l ମାର୍ଗଶୀର ମାସ ଶୁକ୍ଳଦ୍ୱାଦଶୀକୁ…