ପଇଡ ପରିବହନ ଆଳରେ ଗଞ୍ଜେଇ ଚାଲାଣ: ବିପୁଳ ଗଞ୍ଜେଇ ଜବତ, ୨ ଗିରଫ

ସମ୍ବଲପୁର: ସମ୍ବଲପୁର ଦେଇ ଦେଶର ବିଭିନ୍ନ ରାଜ୍ୟକୁ ବେଆଇନ ଭାବରେ ଗଞ୍ଜେଇ ଚାଲାଣ ହେଉଥିବାରୁ ଅବକାରୀ ବିଭାଗର ଚେକିଂ କରାଯାଉଥିବାରୁ ଅଭିନବ ଉପାୟରେ ଚାଲାଣକାରୀ ମାନେ ଗଞ୍ଜେଇ ଚାଲାଣ କରିବାର ପ୍ରୟାସ କରୁଥିବାର ଦେଖାଯାଉଛି। ଏଭଳି ଏକ ଘଟଣାରେ ମଙ୍ଗଳବାର ସକାଳ ସମୟରେ ବିଜୁ ଏକ୍ସପ୍ରେସ ୱେ…

ୱାଲମୀ ଠାରେ ‘ଜଳ ସମ୍ପଦର ବିକାଶ ଓପରିଚାଳନା’ ସମ୍ବନ୍ଧରେ ତାଲିମ କାର୍ୟ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟରେ ଜଳସେଚନର ସୁପରିଚାଳନା ତଥା ଜଳର ସୁଷମ ବଣ୍ଟନ ପାଇଁ ଜଳସମ୍ପଦ ବିଭାଗର ବୃହତ୍ ଓ ମଧ୍ୟମ ଜଳସେଚନ ଶାଖାରେ କାର୍ୟ୍ୟରତ ଯନ୍ତ୍ରୀମାନଙ୍କ ନିମନ୍ତେ ‘ଜଳ ସମ୍ପଦର ବିକାଶ ଓ ପରିଚାଳନା’ ସମ୍ବନ୍ଧରେ ଏକ ୫ ଦିନିଆ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ପ୍ରତାପନଗରୀ ସ୍ଥିତ ଜଳ ଓ ଭୂ…

ଧାମନଗରର ସଂଖ୍ୟାଲଘୁ ଧାର୍ମିକ ସ୍ଥଳ ଖାନୱାରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଧାମନଗରରେ ଥିବା ମୁସଲମାନ ସମ୍ପ୍ରଦାୟର ପ୍ରସିଦ୍ଧ ଧାର୍ମିକ ସ୍ଥଳ ଖାନୱାରେ ଏକ ପାଣି ଟାଙ୍କୀ ସହିତ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ଧାମନଗର ଗସ୍ତ…

ପୁଣି କୋଭିଡ: ରାଜ୍ୟକୁ ସତର୍କ କଲା କେନ୍ଦ୍ର

ନୂଆଦିଲ୍ଲୀ: ପୁଣି ମୁଣ୍ଡ ଟେକୁଛି କୋଭିଡ, କେନ୍ଦ୍ର ଜାରି କଲା ସତର୍କ ସୂଚନା। ସବୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି। ନୂଆ ଭାରିଆଣ୍ଟ ଜେଏନ ୧ ଭାରତରେ ମିଳିଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟ ସରକାରଙ୍କୁ ସତର୍କ କରାଯାଇଛି।…

ରାଘବ ଯାଦବୀୟମ୍

ରାଘବ ଯାଦବୀୟମ୍ =============== ରାଘବ ଯାଦବୀୟମ୍ ଶୀର୍ଷକରୁ ମନେହୁଏ ସଂସ୍କୃତ ସାହିତ୍ୟରେ ଏହା ରଘୁକୂଳ ଓ ଯଦୁକୂଳ ସମ୍ବନ୍ଧୀୟ କୌଣସି ଏକ ରଚନା l ତାହାହିଁ ସତ୍ୟ, ଏହି କାବ୍ୟ ଖ୍ରୀଷ୍ଟୀୟ ସପ୍ତଦଶଶତାବ୍ଦୀର ଦକ୍ଷିଣଭାରତୀୟ କବି ଶ୍ରୀଭେଙ୍କଟଧ୍ୱାରୀଙ୍କ ରଚନାରେ ଏକ ଅନନ୍ୟ ଗ୍ରନ୍ଥ l…

ରାଉରକେଲା: ଡାଇରିଆରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ରାଉରକେଲା: ଡାଇରିଆରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ କିଷାନଟୋଲାର ବିଜୟ କିଷାନ। ବେଦବ୍ୟାସର ଜୟପ୍ରକାଶ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଏହାଫଳରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ତେଣେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ ସେକ୍ଟର ୨୧ ନୟାବଜ଼ାରର…

ରାଘବ ଯାଦବୀୟମ୍

ରାଘବ ଯାଦବୀୟମ୍ =============== ରାଘବ ଯାଦବୀୟମ୍ ଶୀର୍ଷକରୁ ମନେହୁଏ ସଂସ୍କୃତ ସାହିତ୍ୟରେ ଏହା ରଘୁକୂଳ ଓ ଯଦୁକୂଳ ସମ୍ବନ୍ଧୀୟ କୌଣସି ଏକ ରଚନା l ତାହାହିଁ ସତ୍ୟ, ଏହି କାବ୍ୟ ଖ୍ରୀଷ୍ଟୀୟ ସପ୍ତଦଶଶତାବ୍ଦୀର ଦକ୍ଷିଣଭାରତୀୟ କବି ଶ୍ରୀଭେଙ୍କଟଧ୍ୱାରୀଙ୍କ ରଚନାରେ ଏକ ଅନନ୍ୟ ଗ୍ରନ୍ଥ l…

ଜୟ ବାବା ଆଖଣ୍ଡଳମଣି

ଜୟ ବାବା ଆଖଣ୍ଡଳମଣି ============== ଜୟ ଜୟ ଜୟ ବାବା ଆଖଣ୍ଡଳମଣି l ନମସ୍ତେ ମହା ମହିମ ପ୍ରଭୁ ଶୂଳପାଣି ll ନମସ୍ତେ ନମସ୍ତେ ପ୍ରଭୁ କଇଳାଶ ପତି l ଉତ୍କଳରେ ଆସି ପ୍ରଭୁ ଥାପିଲ ବସତି ll ନମସ୍ତେ ନମସ୍ତେ ପ୍ରଭୁ ହିମବନ୍ତୀ ବର l ଆରଡ଼ିଗ୍ରାମରେ ବିଜେ ସୁନ୍ଦର ମନ୍ଦିର ll…

ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ସଭାପତି ନିଯୁକ୍ତ

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ସଭାପତି ନିଯୁକ୍ତ ହୋଇଛନ୍ତି। ମାଟ୍ରିକ ପରୀକ୍ଷା ପୂର୍ବରୁ ଶ୍ରୀକାନ୍ତ ତରେଇଙ୍କୁ ବୋର୍ଡ଼ ସଭାପତି ଭାବେ ନିଯୁକ୍ତି ମିଳିଛି। ରବିବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଏଏସ ଅଧିକାରୀ ଶ୍ରୀକାନ୍ତ ତରେଇ…

ଅଗ୍ନି ଯେସନେ ସର୍ଵ ଖାଇ

ଅଗ୍ନି ଯେସନେ ସର୍ଵ ଖାଇ =============== ଭାରତୀୟ ଦର୍ଶନରେ ଅନ୍ୟତମ ବ୍ରହ୍ମର୍ଷି ହେଉଛନ୍ତି ଭୃଗୁ ସଂହିତାର ପ୍ରଣୟିତା ମହର୍ଷି ଭୃଗୁ l ତାଙ୍କଠାରୁ ବିସ୍ତାରଲାଭ କରିଥିବା ବଂଶଜଙ୍କୁ ଭାର୍ଗବ ନାମରେ ଅଭିହିତ କରା ଯାଏ l ମହର୍ଷି ଭୃଗୁ, ବ୍ରହ୍ମାଙ୍କ ବରୁଣ ଯଜ୍ଞରୁ ଜାତ, ବ୍ରହ୍ମାଙ୍କର…