ରାଜ୍ୟପାଳଙ୍କ ରାୟଗଡା ଗସ୍ତ, ବିଭିନ୍ନ ସ୍ଥାନ ବୁଲି ଲୋକଙ୍କ ସମସ୍ୟା ବୁଝିଲେ

ରାୟଗଡ଼ା: ରାଜ୍ୟପାଳ ରଘୁବର ଦାସ ରାୟଗଡ଼ା ଗସ୍ତ କରିଛନ୍ତି। ଗୁମ୍ମା ଠାରେ ପହଞ୍ଚି ସେଠାରେ ଥିବା ମା’ ତାରିଣୀ, ମା’ ମଝିଘରିଆଣି ଓ ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ପାଖାପାଖି ୨୫୦ରୁ ଊର୍ଦ୍ଧ୍ବ ମହିଳାଙ୍କ ସହ ସିଧା କଥା ହୋଇଥିଲେ। ମହିଳାଙ୍କ ଠାରୁ ସମସ୍ତ ବିଷୟ ପଚାରି ବୁଝିବା ପରେ…

କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ କାର୍ଯ୍ୟାଳୟ ଉଦଘାଟିତ

କଳାହାଣ୍ଡି: କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ମନ୍ତ୍ରୀ…

କମିବ ଶୀତ; ବଢ଼ିବ କୁହୁଡ଼ି

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରବଳ ଜାଡ଼ ଅନୁଭୂତ ହେଉଥିବାବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ଏଥିରୁ ନିସ୍ତାର ମିଳିବ ନାହିଁ। ଏହାପରେ ରାତି ତାପମାତ୍ରା ୨-୩ ଡିଗ୍ରୀ ବଢ଼ିବ। ଅନ୍ୟପକ୍ଷରେ ଘନକୁହୁଡ଼ି ଜନଜୀବନ ପ୍ରଭାବିତ କରିପାରେ। ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ବିଭିନ୍ନ ଜିଲାରେ…

ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ଉପରେ ପ୍ରଶିକ୍ଷଣ

ଭୁବନେଶ୍ୱର:ଆଜି ସ୍ଥାନୀୟ ରେଡକ୍ରସ ଭବନ ସଭାକକ୍ଷରେ ଆକ୍ସନଏଡ ଓ ସିସିଡବ୍ଲୁଡିର ମିଳିତ ଆନୁକୁଲ୍ୟରେ ମାନବିକ ଅଧିକାର କର୍ମୀମାନଙ୍କୁ ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ଉପର ପ୍ରଶିକ୍ଷିତ କରାଯାଇଅଛି। ବିଶେଷ କରି ଶିଶୁ ଅଧିକାରକୁ ସୁନିଶ୍ଚିତ କରିବା, ବାଲ୍ୟ ବିବାହକୁ ପ୍ରତିରୋଧ କରିବା ଓ ଶିଶୁ…

ପିପିଳିଆରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ପାଟଣା :ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଲକ୍ଷ୍ମୀ ନାରାୟଣ ଡିଗ୍ରୀ ମହା ବିଦ୍ୟାଳୟ ରେ ଚାଲିଥିବା ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ର ଆଜିର ଅନ୍ତିମ ଦିବସ ରେ ରଙ୍ଗା ରଙ୍ଗ ପରିବେଶରେ ଉଦଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

ଦେବର୍ଷି ନାରଦଙ୍କ ଗଣିତ

ଦେବର୍ଷି ନାରଦଙ୍କ ଗଣିତ ============== ଶ୍ରୀମଦ୍ ଭାଗବତ ମହାପୁରାଣର ଦଶମସ୍କନ୍ଧ ଗୋପ ଲୀଳାରୁ ଏକ ରୋଚକ କାହାଣୀ l ଦେବୀ ଦେବକୀ ବସୁଦେବଙ୍କ ବିବାହପରେ, ନାନା ମଙ୍ଗଳ ବେଭାର ସହ ଦେବକୀଙ୍କ ବିଦାୟୀ ଉତ୍ସବ ଅନୁଷ୍ଠିତ ହେଲା l ବସୁଦେବ ବିଦାୟପାଇଁ ରଥରେ ବସିଲେ l ଏଥିରେ କଂସ ଅତି ଆନନ୍ଦ…

ଚତୁର କାହ୍ନା

ଚତୁର କାହ୍ନା ========= ଚତୁର ପଣରେ ଚାତୁରୀ ଦେଖାନ୍ତି ତାଟକା ଯଶୋଦା ମାତ l ମାଟିଖାଇ ପାଟି ମେଲି ଦେଖାଇଲେ ଭିତରେ ସାରା ଜଗତ ll ଅନେକ ଜନମ ତପ କରି ଥିଲା ବାନ୍ଧିଲା ନନ୍ଦ ଘରଣୀ l ତ୍ରିଗୁଣ ରଜ୍ଜୁରେ ବାନ୍ଧିଛି ଜଗତ ମାତା ପାରିଛିକି ଜାଣି ll ଶରତର ଅନ୍ତେ ହେମନ୍ତ ପ୍ରବେଶ…

ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା

ପୁରୀ: ‘ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଆଜି ମହାପ୍ରଭୁଙ୍କୁ ନିମନ୍ତ୍ରଣପତ୍ର ଦିଆଯିବା ପରେ ଏହି ପ୍ରକ୍ରିୟା ଆଗକୁ ବଢ଼ିଛି। ଶ୍ରୀମନ୍ଦିର ପ୍ରଶାସନ ସହ ସେବାୟତଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ହୋଇଥିବା…

ନୂଆପଡ଼ାରେ ଆତଙ୍କ ସୃଷ୍ଟି କରିଥିଲା ଭାଲୁ, ପିଜୁଳି ଖାଇବାକୁ ଯାଇ କୂଅରେ ପଡ଼ି ଜୀବନ ହରାଇଲା

ନୂଆପଡ଼ା: କିଛି ଦିନ ପୂର୍ବରୁ ନୂଆପଡ଼ା ସହରରେ ଆତଙ୍କ ସୃଷ୍ଟି କରିଥିବା ଜଙ୍ଗଲୀ ଭାଲୁର ମୃତଦେହ ଆଜି ଉଦ୍ଧାର କରାଯାଇଛି। ପିଜୁଳି ଖାଇବାକୁ ଯାଇ ଭାଲୁ କୂଅରେ ପଡ଼ି ପ୍ରାଣ ହରାଇଥିବା କୁହାଯାଉଛି। ସୂଚନା ଅନୁସାରେ ନୂଆପଡ଼ା ବନଖଣ୍ଡ ଅଧୀନ ମହାଭଟାସ୍ଥିତ ମୋହନ ରଣାଙ୍କ ଜମିରେ ଏକ ପିଜୁଳି ଗଛ…

ଏଣିକି ସଂସଦର ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ CISF

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ତ୍ରୁଟି ପରେ ସରକାର ବର୍ତ୍ତମାନ ସମଗ୍ର କମ୍ପ୍ଲେକ୍ସର ସୁରକ୍ଷା ଦାୟିତ୍ବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ୍) କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ସଂସଦ ଗୃହ କମ୍ପ୍ଲେକ୍ସର ଏକ ସର୍ଭେ କରିବାକୁ…